www.samajalive.in
Monday, December 8, 2025
27.1 C
Bhubaneswar

ଜିଓର ସବୁଠାରୁ ଶସ୍ତା ପ୍ଲାନ୍‌, ମାସେ କି ୨ ମାସ ନୁହେଁ ୩ ମାସ ପର୍ଯ୍ୟନ୍ତ ମିଳିବ ଏସବୁ ସୁବିଧା..

ଜିଓର ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ଯାହା ଭିନ୍ନ ଭିନ୍ନ ଦାମ୍‌ ସହ ଅଫର ସହ ଆସୁଛି ।
୮୪ ଦିନର ସମୟ ସୀମା ପର୍ଯ୍ୟନ୍ତ ଏହି ପ୍ଲାନ୍‌ ବିଷୟରେ ଜାଣନ୍ତୁ । ଯାହା ସବୁଠାରୁ ଶସ୍ତା ପ୍ଲାନ୍‌ ।
ଜିଓର ଏହି ପ୍ରିପେଡ୍‌ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲ୍‌, ଡାଟା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ।
ଜିଓର ୪୯୭ ଟଙ୍କାର ପ୍ଲାନ୍‌ରେ ଅନେକ ଅଫର୍‌ ମିଳିବ ।
ଉପଭୋକ୍ତାଙ୍କୁ ୬ ଜିବି ଇଣ୍ଟରନେଟ୍‌ ଡାଟା ଏକ୍ସେସ୍‌ କରିବାକୁ ମିଳିବ ।

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

- Advertisement -

ଜିଓର ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗର ସୁବିଧା ମିଳିବ । ଏଥିରେ ଉଭୟ ଲୋକାଲ୍‌ ଓ ଏସଟିଡି କଲ୍‌ ସାମିଲ ରହିଛି ।
ଜିଓର ୪୭୯ ଟଙ୍କାର ଏହି ପ୍ଲାନ୍‌ରେ ୮୪ ଦିନ ପର୍ଯ୍ୟନ୍ତ ସମୟ ସୀମା ମିଳିବ । ଏହାକୁ ଜିଓ ପୋର୍ଟାଲ୍‌ ଓ ମାଇଜିଓ ଆପ୍‌ରୁ ରିଚାର୍ଜ କରି ପାରିବେ ।

 

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories