www.samajalive.in
Monday, December 8, 2025
27.1 C
Bhubaneswar

ଲଣ୍ଡନ ବ୍ରିଜ୍‍ ଆକ୍ରମଣ ଘଟଣାରେ ଆଇଏସ୍‍ଆଇଏଲ ସମ୍ପୃକ୍ତ

ଲଣ୍ଡନ : ଲଣ୍ଡନ ବ୍ରିଜ୍‍ ଆକ୍ରମଣ ଘଟଣାରେ ଇସ୍‍ଲାମିକ୍‍ ଷ୍ଟେଟ୍‍ ଇରାକ ଆଣ୍ଡ ଲିଭାଣ୍ଡ ଆତଙ୍କବାଦୀ ଗୋଷ୍ଠୀ (ଆଇଏସ୍‍ଆଇଏଲ) ସମ୍ପୃକ୍ତ ବୋଲି ଘୋଷଣା କରିଛି। ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତ ଶୁକ୍ରବାର ଲଣ୍ଡନ ବ୍ରିଜ୍‍ ଉପରେ ଉସ୍‍ମାନ୍‍ ଖାନ୍‍  ନାମକ ଜଣେ ୨୮ବର୍ଷ ଯୁବକ ପାଞ୍ଚ ଜଣଙ୍କୁ ଛୁରୀ ଭୂଷି ଦେଇଥିଲା। ତେବେ ଆଇଏସ୍‍ଆଇଏଲ୍ ନିଜର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ଦାଖଲ କରି ପାରିନାହିଁ । ଆଇଏସ୍‍ଆଇଏଲ୍ ଗୋଷ୍ଠୀ କହିଛି ଯେ ଫୋନ୍‍ ମାଧ୍ୟମରେ ତାଙ୍କଠାରୁ ନିର୍ଦ୍ଦେଶ ପାଇ ଉସ୍‍ମାନ୍‍ ଏହି ଛୁରୀ ମାଡ଼ କରିଥିଲା ।

ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢ଼େଇ କରୁଥିବା ମିଳିତ ସେନାରେ ସାମିଲ ଥିବା ଦେଶକୁ ଟାର୍ଗେଟ୍‍ କରିବାକୁ ତାକୁ କୁହାଯାଇଥିଲା ବୋଲି ଆଇଏସ୍‍ଆଇଏଲ୍ କହିଛି। ଅନ୍ୟପକ୍ଷରେ  ଲଣ୍ଡନ ପୁଲିସ୍‍ କହିଛି, ଏହା ଏକ ଆତଙ୍କବାଦୀ ଆକ୍ରମଣ ଘଟଣା।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories