ଭୁବନେଶ୍ଵର : ରାଜ୍ୟ ସରକାର ବୁଧବାର ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ରେଖା ଲୋହାନୀଙ୍କୁ ଟୁଇନ ସିଟିର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ରିତୁ ଆରୋରା ହେଲେ ଗୃହ ବିଭାଗ ଓଏସ୍ଡି, ରାଜେଶ କୁମାର ହେଲେ ଆଇଜି ଏଫଏସ୍ଏଲ, ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍ପି, ଅରୁଣ କୁମାର ରାୟଙ୍କୁ ଏଡିଜି କମ୍ୟୁନିକେସନ, ଲଳିତ ଦାସଙ୍କୁ ଏଡିଜି ହେଡକ୍ୱାର୍ଟର, ଯଶୋବନ୍ତ ଜେଠୱାଙ୍କୁ ଏଡିଜି ଆଇନଶୃଙ୍ଖଳା, ବିନୟତୋଷ ମିଶ୍ରଙ୍କୁ ଏସ୍ସିଆରବି ନିର୍ଦ୍ଦେଶକ, ସଂଜୟ କୁମାର ସିଂହଙ୍କୁ ଆଇଜି ଆଧୁନିକୀକରଣ ଭାବେ ନୂଆ ଦାୟିତ୍ୱ ମିଳିଛି ।
Popular Categories



