ବରଗଡ଼ : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଡିସେମ୍ବର ୩୧ରୁ ଆରମ୍ଭ ହେବ। ଡିସେମ୍ବର ୩୧ରୁ ଜାନୁଆରୀ ୧୦ ପର୍ଯ୍ୟନ୍ତ ଏହି ଧନୁଯାତ୍ରା ଚାଲିବ। ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଶନିବାର ବରଗଡ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ୧୧ଦିନ ଧରି ଏହି ଧନୁଯାତ୍ରା ଆୟୋଜିତା ହେବାନେଇ ବୈଠକରେ ନିଷ୍ପତ୍ତି ହୋଇଛି ।
Popular Categories



