ଭୁବନେଶ୍ବର: ଆଜି ରାଜ୍ୟରେ ୬୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୧୬୪୪୭କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୟୂରଭଞ୍ଜ ୯୬, ନୂଆପଡ଼ା ୬୧, ସୁନ୍ଦରଗଡ଼ ୫୩, ଖୋର୍ଦ୍ଧା ୪୪, ଅନୁଗୁଳ ୪୦, ସମ୍ବଲପୁର ୩୬, କଟକ ୩୧, ବରଗଡ଼ ୨୫, କେନ୍ଦୁଝର ୨୫, ପୁରୀ ୨୫, ବାଲେଶ୍ବର ୧୯, କଳାହାଣ୍ଡି ୧୯, ଯାଜପୁର ୧୯, କେନ୍ଦ୍ରାପଡ଼ା ୧୬, ବଲାଙ୍ଗିର ୧୫, ଜଗତସିଂହପୁର ୧୫, ଗଞ୍ଜାମ ୧୧, କୋରାପୁଟ ୯, ଝାରସୁଗୁଡ଼ା ୭, ଭଦଅକ ୫, ମାଲକାନଗିରି ୫, ଢେଙ୍କାନାଳ ୪, ସୋନପୁର ୪, ଦେବଗଡ଼ ୩, ରାୟଗଡ଼ା ୩, ବୌଦ୍ଧ ୨, ଗଜପତି ୨, ନବରଙ୍ଗପୁର ୨, ନୟାଗଡ଼ ୨, କନ୍ଧମାଳରୁ ଜଣେ ଏବଂ ଷ୍ଟେଟ୍ପୁଲ୍ରୁ ୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୧୬୪୪୭କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



