ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା; ନୂଆ ଆକ୍ରାନ୍ତ ୩୦୦
ଭୁବନେଶ୍ୱର :ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ରାଜ୍ୟ ବାସୀଙ୍କ ପାଇଁ ଆଶ୍ୱସ୍ତି ଆଣୁଛି। ୨୪ ଘଣ୍ଟାରେ ଆଉ ୩୦୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୨୬ । ଏହାସହ ମୋଟ ପଜିଟିଭ ସଂଖ୍ୟା ୩,୨୪,୩୮୯ରେ ପହଞ୍ଚିଛି। ୩,୧୯,୪୫୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୬୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 14th December
New Positive Cases: 300
In quarantine: 174
Local contacts: 126(Details of local contacts will be shared by concerned District Administration)
District Wise Cases:
1. Angul: 44
2. Balasore: 14
3. Bargarh: 11
4. Bhadrak: 1
5. Balangir: 12— I & PR Department, Odisha (@IPR_Odisha) December 15, 2020
23. Rayagada: 1
24. Sambalpur: 15
25. Sonepur: 1
26. Sundargarh: 34
27. State Pool: 9New recoveries: 389
Cumulative tested: 6437365
Positive: 324389
Recovered: 319458
Active cases: 3063— I & PR Department, Odisha (@IPR_Odisha) December 15, 2020
୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୧୪, ବରଗଡ ୧୧, ଭଦ୍ରକ ୧, ବଲାଙ୍ଗୀର ୧୨, କଟକ ୨୦, ଦେଓଗଡ ୧, ଢେଙ୍କାନାଳ ୩, ଗଞ୍ଜାମ ୪, ଜଗତସିଂହପୁର ୧୧, ଯାଜପୁର ୭, ଝାରସୁଗୁଡ଼ା ୩, କଳାହାଣ୍ଡି ୬, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୨, ଖୋର୍ଦ୍ଧା ୩୬, କୋରାପୁଟ ୪, ମୟୁରଭଞ୍ଜ ୧୭, ନବରଙ୍ଗପୁର ୨, ନୟାଗଡ ୧, ନୂଆପଡ଼ା ୧୧, ପୁରୀ ୧୯, ରାୟଗଡା ୧, ସମ୍ବଲପୁର ୧୫, ସୋନପୁର ୧, ସୁନ୍ଦରଗଡ ୩୪, ଷ୍ଟେଟପୁଲରୁ ୯ ଚିହ୍ନଟ ହୋଇଛନ୍ତି।
Comments are closed.