ରାଜ୍ୟରେ ହ୍ରାସ ଦୈନିକ ସଂକ୍ରମଣ ; ନୂଆ ଆକ୍ରାନ୍ତ ୪୪୪
ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇବା ସହ ଆଜି ଏହା ୫ଶହ ମଧ୍ୟରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ୪୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ୧୮୬, ସଙ୍ଗରୋଧରୁ ୨୫୮ ଓ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୫୯ ଜଣ।
Covid-19 Report For 26th September
New Positives Cases: 444
Of which 0-18 years: 59
In quarantine: 258
Local contacts: 186(Details of local contacts will be shared by concerned Dist Administration)
District Wise Cases:
1. Angul: 8
2. Balasore: 16
3. Bargarh: 1
4. Bhadrak: 4— I & PR Department, Odisha (@IPR_Odisha) September 27, 2021
22. Sonepur: 2
23. Sundargarh: 5
24. State Pool: 37New recoveries: 646
Cumulative tested: 19789222
Positive: 1024764
Recovered: 1010829
Active cases: 5702— I & PR Department, Odisha (@IPR_Odisha) September 27, 2021
୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୮, ବାଲେଶ୍ୱର ୧୬, ବରଗଡ ୧, ଭଦ୍ରକ ୪, ବଲାଙ୍ଗୀର ୩, କଟକ ୭୩, ଦେଓଗଡ ୧, ଢେଙ୍କାନାଳ ୩, ଗଞ୍ଜାମ ୬, ଜଗତସିଂହପୁର ୧୩, ଯାଜପୁର ୨୨, ଝାରସୁଗୁଡା ୩, କେନ୍ଦ୍ରାପଡା ୫, କେନ୍ଦୁଝର ୩, ଖୋର୍ଦ୍ଧା ୧୭୦, ମୟୁରଭଞ୍ଜ ୩୭, ନୟାଗଡ ୮, ନୂଆପଡା ୧, ପୁରୀ ୭, ରାୟଗଡା ୯, ସମ୍ବଲପୁର ୭, ସୋନପୁର ୨, ସୁନ୍ଦରଗଡ ୫, ଷ୍ଟେଟ ପୁଲରୁ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୪,୭୬୪କୁ ବୃଦ୍ଧି ପାଇଛି। ୧୦,୧୦,୮୨୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫,୭୦୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.