www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟୁତ ତାର ଲାଗି ଜଣେ ମୃତ୍ୟୁ

ବ୍ରହ୍ମପୁର: ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ପ୍ରେମ ନଗର ମୁଖ୍ୟ ରାସ୍ତାରେ ମଙ୍ଗଳବାର ସକାଳୁ ଏକ ଅଘଟଣ ଘଟିଛି। ଏକ ସାଇକେଲ ବୋଝେଇ ଟ୍ରକ ଉପରୁ ସାଇକେଲ ଓହ୍ଲାଇବା ବେଳେ ବ୍ରହ୍ମପୁର ସାଇକେଲ ମାର୍ଟର ଜଣେ କର୍ମଚାରୀ ରାହୁଲ ପତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗୋପାଳଙ୍କ ଘର ପୁରୁଣା ଵ୍ରହ୍ମପୁର ଅଂଚଳରେ ହୋଇଥିବା ବେଳେ ସେ ଅନେକ ଦିନରୁ ସାଇକେଲ ମାର୍ଟରେ କାମ କରୁଥିଲେ। ବିଦ୍ୟୁତ ବିଭାଗର ଖାମ ଖିଆଲ ନୀତି, ବ୍ରହ୍ମପୁର ସାଇକେଲ ମାର୍ଟ ମାଲିକଙ୍କ ବେପାରୁଆ ମନୋଭାବ ଏବଂ ଟ୍ରକ ଚାଳକଙ୍କ ଅବହେଳା ଯୋଗୁଁ ଗୋପାଳଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତୁରନ୍ତ ତାଙ୍କ ପରିବାରକୁ କ୍ଷତିପୁରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories