www.samajalive.in
Monday, December 8, 2025
27.1 C
Bhubaneswar

ରାସ୍ତାରୁ ଟେକି ନେଲେ ଦୁଇ ଭାଲୁ, ଜୀବନ ବଞ୍ଚାଇବାକୁ ଲଢେଇ କଲେ ଯୁବକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଜୁରିଆପାଟଣା ଗାଁର ମନୋରଞ୍ଜନ ମଲ୍ଲିକ ସ୍ଥାନୀୟ ଗୋପ ଗାଁ ର ଜଣେ ସମ୍ପର୍କୀୟଙ୍କ ଘରକୁ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ। ଶନିବାର ସକାଳେ ସେ ଶୌଚ ହେବାକୁ ପାଖ ରାସ୍ତାକଡ଼ ଵିଲକୁ ଯାଉଥିବା ସମୟରେ ଅତର୍କିତ ଭାବେ ୨ଟି ଭାଲୁ ପହଞ୍ଚି ତାଙ୍କୁ ରାସ୍ତାରୁ ଟେକି ନେଇ କ୍ଷତ ବିକ୍ଷତ କରି ଦେଇଛନ୍ତି। ଜୀବନ ବଞ୍ଚାଇବାକୁ ସମ୍ପୃକ୍ତ ଯୁବକ ଜଣଙ୍କ ଦୀର୍ଘ ସମୟ ଭାଲୁ ସହ ସଂଗ୍ରାମ କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଭାଲୁ ମାନେ ପାର୍ଶ୍ୱସ୍ଥ ଦେବଗିରି ପାହାଡ଼କୁ ପଳାଇଥିଲେ। ଏହି ଆକ୍ରମଣ ଯୋଗୁଁ ଯୁବକଙ୍କ ବାମ ହାତ, ମୁଣ୍ଡ, ଏବଂ ଗୋଡରେ ଅଧିକ କ୍ଷତ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ରେ ନୀଳଗିରି ମେଡିକାଲକୁ ପଠାଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories