କାନ୍ଥ ପଡ଼ି ନାବାଳିକା ମୃତ , ଅଳ୍ପକେ ବର୍ତ୍ତିଲେ ବାପା ଓ ମାଆ

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତର କେନ୍ଦୁପଡା ଗ୍ରାମରେ ମଙ୍ଗଳବାର ରାତିରେ  ଏକ ଅଭାବନୀୟ ଘଟଣା ଘଟିଛି । ଘରରର କାନ୍ଥ ପଡି ମହମ୍ମଦ ମାଝୀଙ୍କ  ସାନ ଝିଅ ପିଙ୍କି(୮) ର ମୃତ୍ୟୁ ହୋଇଥିୂବାବେଳେ ବାପା, ମା ଆଳ୍ପକେ ବର୍ତ୍ତି ଯାଇଥିଲେ । ଦୁଇଦିନ ଧରି ପ୍ରବଳ ବର୍ଷାରେ ଘରର କାନ୍ଥ ଦର୍ବଳ ହୋଇପଡିଥିବାରୁ ଏପରି ଅଭାବନୀୟ ଘଟଣା ଘଟିଛି । ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତିରେ ଘରର କାନ୍ଥଟି  ହଠାତ ପଡିଯାଇଥିଲା ।

kalyan agarbati

Comments are closed.