www.samajalive.in
Thursday, December 11, 2025
27.1 C
Bhubaneswar

ମେ’ ୭ରୁ ଆଇପିଏଲ୍‌ ପ୍ଲେ ଅଫ୍ ମ୍ୟାଚ୍: ସମୟ ରାତି ୭.୩୦

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ର ୪ଟିଯାକ ପ୍ଲେଅଫ୍ ମ୍ୟାଚ୍ ଅଧଘଣ୍ଟା ପୂର୍ବରୁ ଆରମ୍ଭ କରିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି। ମଧ୍ୟରାତ୍ର ପର୍ଯ୍ୟନ୍ତ ମ୍ୟାଚ୍ ଜାରି ରହିବାକୁ ଏଡ଼ାଇବା ଲାଗି ଏହି ୪ଟି ମ୍ୟାଚ୍ ରାତି ୮ଟା ପରିବର୍ତ୍ତେ ୭.୩୦ରୁ ଆରମ୍ଭହେବ। ଫଳରେ ସନ୍ଧ୍ୟା ୭ଟାରେ ଟସ୍ ପଡ଼ିବ। ଏହି ୪ଟି ପ୍ଲେଅଫ୍ ମ୍ୟାଚ୍ ହେଉଛି ମେ’ ୭ରେ ପ୍ରଥମ କ୍ବାଲିଫାୟର (ଚେନ୍ନଇ), ମେ’ ୮ରେ‌ ଏଲିମିନେଟର (ବିଶାଖାପାଟଣା), ମେ’ ୧୦ରେ ୨ୟ କ୍ବାଲିଫାୟର (ବିଶାଖାପାଟଣା) ଓ ମେ’ ୧୨​ରେ ଫାଇନାଲ (ହାଇଦରାବାଦ)। ଏହାସହ ନିଷ୍ପତ୍ତି ନିଆଯାଇଛି ଯେ ୪ଟି ଦଳଙ୍କୁ ନେଇ ଖେଳାଯିବାକୁ ଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ୍‌ର ସମସ୍ତ ମ୍ୟାଚ୍ ଜୟପୁରରେ ଖେଳାଯିବ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories