ସମାଜ ନ୍ୟୁଜ୍ ଡେସ୍କ: କଟକ ଦଶହରା ଭଷାଣୀ ବେଳେ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣ ଗିରଫ ହୋଇଛନ୍ତି । ଗିରଫ କଲା କଟକ ଦରଘା ବଜାର ଥାନା ପୁଲିସ । ପୂର୍ବରୁ ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଏଯାବତ ପୁଲିସ ମୋଟ ୧୩ ଜଣଙ୍କୁ ଗିରଫ କରିସାରିଛି । ଏନେଇ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ଖୋଳତାଡ଼ ଚଳାଇଛି ପୁଲିସ ।4
Popular Categories



