www.samajalive.in
Monday, December 8, 2025
27.1 C
Bhubaneswar

ଚକ୍କିତ କରିବ ଭିଡିଓ: ଛକା ମାରିବା ପରେ ହୃଦଘାତ, ପଡ଼ିଆରେ ଟଳିପଡ଼ିଲେ କ୍ରିକେଟର

ସମାଜ ଡିଜିଟାଲ ଡେସ୍କ: ହୃଦଘାତ ଏବେ ସାଧାରଣ ରୋଗରେ ପରିଣତ ହେଲାଣି। ମଣିଷ ଯେତେ ସୁସ୍ଥ ତଥା ଫିଟ୍‌ ଥିଲେ ବି ଏଥିରୁ ବର୍ତ୍ତିବା କଷ୍ଟକର ହୋଇପଡ଼ିଛି। କମ୍ ବୟସରୁ ବି ପିଲାଙ୍କୁ ହୃଦଘାତ ହେଉଛି ଆଉ କ୍ଷଣିକ ଭିତରେ ଜୀବନ ଚାଲିଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ପଞ୍ଜାବରୁ। କ୍ରିକେଟ ପଡ଼ିଆରେ ଛକା ମାରିବା ପରେ ପରେ ଜଣେ ଖେଳାଳି ହୃଦଘାତର ଶିକାର ହୋଇଛନ୍ତି। ଚାହୁଁ ଚାହୁଁ ମାତ୍ର ୧୦ ସେକେଣ୍ଡ ମଧ୍ୟରେ ତାଙ୍କ ଜୀବନ ଚାଲିଯାଉଛି।

ଏହି ଘଟଣାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇଟି ଆଞ୍ଚଳିକ ଦଳ ମଧ୍ୟରେ କ୍ରିକେଟ ମ୍ୟାଚ ସମୟରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।

- Advertisement -

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories