www.samajalive.in
Thursday, December 11, 2025
27.1 C
Bhubaneswar

୧୧ରୁ ଯୋରନ୍ଦା ମେଳା

ଢେଙ୍କାନାଳ ସଦର: ଯୋରନ୍ଦା ମେଳା ଆସନ୍ତା ୧୧ ତାରିଖ ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି। ପ୍ରାତଃ ସାଢେ ୩ରେ ଗାଦି ମନ୍ଦିର, ଏକୋଈଶହାତିଆ ମନ୍ଦିର, ଶୂନ୍ୟ ମନ୍ଦିର, ଧୂନୀ ମନ୍ଦିରରେ ନୀତି ଆରମ୍ଭ ହେବା ସହ ଅପରାହ୍ନ ୫ଟା ୧୫ରେ ମହିମା ଗୋସାଇଁଙ୍କ ଗାଦି ମନ୍ଦିର ଝାଡ଼ଦୀପ ପ୍ରଜ୍ୱଳନ ପାଇଁ ନିତି ନିର୍ଘଣ୍ଟ କରାଯାଇଥିବା ବରିଷ୍ଠ ମହିମା ସନ୍ୟାସୀ ବାବା ନିତ୍ୟାନନ୍ଦ ଦାସ ପ୍ରକାଶ କରିଛନ୍ତି। ସ୍ୱୟଂମହିମା ସ୍ୱାମୀ ୧୮୭୪ ମାଘ ଶୁକ୍ଲ ଚତୁର୍ଦ୍ଧଶୀରେ ଯୋରନ୍ଦାରେ ବ୍ରହ୍ମଧୂନୀ ସ୍ଥାପନ କରି ଯୋରନ୍ଦା ମାଘ ମେଳା ଆରମ୍ଭ କରିଥିଲେ। ଚଳିତବର୍ଷ ରାଜ୍ୟ ଏବଂ ରାଜ୍ୟ ବାହାର ସନ୍ୟାସୀ, ସାଧୁସନ୍ଥ ମହିମାଗାଦୀରେ ପହଞ୍ଚିବାରେ ଲାଗିଛନ୍ତି।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories