www.samajalive.in
Thursday, December 11, 2025
27.1 C
Bhubaneswar

ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ, ସ୍ବାମୀ ସହ ୨ ଅଭିଯୁକ୍ତ ଗିରଫ

ଲମତାପୁଟ: ଜଙ୍ଗଲରେ ସ୍ବାମୀକୁ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟାକାଣ୍ଡର ତଦନ୍ତ ପରେ ସୁନାବେଡ଼ା ଏସଡିପିଓ ସୂଚନା ଦେଇ କହିଛନ୍ତି ଯେ  ପାରିବାରିକ କଳହରୁ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ବାମୀ। ୨ ସାଙ୍ଗଙ୍କ ସହାୟତାରେ ସ୍ତ୍ରୀକୁ ହତ୍ୟା ପରେ ନାଟକ ରଚିଥିଲା ସ୍ବାମୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଛାନଭିନ କରିଥିଲା। ତଦନ୍ତ ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିଥିଲା।

ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ନିଜକୁ ନିର୍ଦୋଶ ସାବ୍ୟସ୍ତ କରିବାକୁ ନାଟକ ରଚିଥିଲା। ଅଭିଯୁକ୍ତ ସ୍ବାମୀକୁ ଅଟକ ପରେ ପଚରାଉଚୁରା କରିଥିଲା। ଏହାପରେ ପ୍ରକ୍ୟତ ସତ୍ୟ ସାମ୍ନାକୁ ଆସିଥିଲା। ଗତକାଲି ହଣ୍ଡାଲତୋଟା ଜଙ୍ଗଲରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ। ଆଜି ଅଭିଯୁକ୍ତ ସ୍ବାମୀ ସହ ୨ ଅଭିଯୁକ୍ତ ଗିରଫ କରାଯାଇଛି ବୋଲି ସୁନାବେଡ଼ା ଏସଡିପିଓ ପ୍ରକାଶ କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories