www.samajalive.in
Monday, December 8, 2025
27.1 C
Bhubaneswar

ବାରୁଦ ତିଆରି କାରଖାନାରେ ବିସ୍ଫୋରଣ, ୫ ମୃତ

ନୂଆଦିଲ୍ଲୀ : ନାଗପୁର ସହରରେ ବାରୁଦ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନାଗପୁରଠୁ ପ୍ରାୟ ୨୫ କିଲୋମିଟର ଦୂର ହିଙ୍ଗନା ଥାନା ଅନ୍ତର୍ଗତ ଧମନା ଗାଁରେ ଚାମୁଣ୍ଡି ଏକ୍ସପ୍ଲୋସିଭ୍ ପ୍ରାଇଭେଟ୍ ଲିମିଟେଡରେ ହୋଇଛି ।

- Advertisement -

ନାଗପୁର ପୁଲିସ କମିଶନରଙ୍କ କହିବାନୁସାରେ ବାରୁଦ ପ୍ରସ୍ତୁତ କରୁଥିବା କାରଖାନାରେ ଦ୍ବିପ୍ରହର ପ୍ରାୟ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି ଏବଂ କାହିଁକି ଏହି ଦୁର୍ଘଟଣା ଘଟିଲା ସେନେଇ ଯାଞ୍ଚ କରାଯାଉଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories