www.samajalive.in
Monday, December 8, 2025
27.1 C
Bhubaneswar

ବାପା ବିକନ୍ତି ଗୁପଚୁପ୍, ଦଶମରେ ଝିଅ ରଖିଲା ୯୯.୭୨ ପ୍ରତିଶତ ମାର୍କ

ନୂଆଦିଲ୍ଲୀ : ଗୁଜରାତ ମାଧ୍ୟମିକ ବୋର୍ଡର ୧୦ମ ଫଳାଫଳରେ ବଡୋଦରାର ଜଣେ ଗୁପଚୁପ୍ ବ୍ୟାପାରୀଙ୍କ ଝିଅ ୯୯.୭୨ ପ୍ରତିଶତ ହାସଲ କରିଛନ୍ତି । ଝିଅର ଏହି ସଫଳତାରେ ସାରା ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ବଡୋଦରାରେ ଗତ ୨୫ ବର୍ଷ ଧରି ଗୁପଚୁପ୍ ବିକି ନିଜ ପରିବାର ଚଳାଇ ଆସୁଥିବା ପ୍ରକାଶ କୁଶଓ୍ବାହାଙ୍କ ଝିଅ ପୁନମ ଚଳିତ ବର୍ଷ ଗୁଜରାତ ମାଧ୍ୟମିକ ବୋର୍ଡରେ ୧୦ମ ଫରୀକ୍ଷା ଦେଇଥିଲେ । ଏବେ ଫଳାଫଳ ଆସିଛି ଯେଉଁଥିରେ ସେ ୯୯.୭୨ ପ୍ରତିଶତ ନମ୍ବର ହାସଲ କରିଛନ୍ତି  । ରେଜଲ୍ଟ ଆସିବା ପରେ ଘରେ ଉତ୍ସାହ ଦେଖାଦେଇଛି । ପ୍ରକାଶ କୁଶଓ୍ବାହ ଏକ ଛୋଟ ଠେଲା ଗାଡିରେ ଗୁପଚୁପ୍ ବିକନ୍ତି । ତେବେ ରେଜଲ୍ଟ ଆସିବା ପରେ ପୁନମ ଆଗକୁ ମେଡିକାଲ ଦିଗରେ ଅଗ୍ରସର ହେବା ପାଇଁ ପଢିବେ ବୋଲି କୁହନ୍ତି । ସେ ସବୁ ଶ୍ରେୟ ନିଜ ପରିବାରକୁ ଦେବା ସହ ଆଗକୁ ମଧ୍ୟ ନିଜ ପରିବାର ଲୋକଙ୍କ ଖୁସି ପାଇଁ ସବୁବେଳେ ଚେଷ୍ଟା କରିବେ ବୋଲି କହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories