www.samajalive.in
Monday, December 8, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ : ନଦୀରେ ଗାଧୋଇବା ବେଳେ ଏମିତି କରୁଛି ଛୁଆ ହାତୀ..

ନୂଆଦିଲ୍ଲୀ : ଭାରତୀୟ ବନ ସେବା ଅଧିକାରୀ ଏକ ମନମୋହିବା ଭଳି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓଟି ଏକ ଛୁଆ ହାତୀର। ପ୍ରକୃତିର ସୌନ୍ଦର୍ଯ୍ୟରେ ହାତୀ ଛୁଆ କିଭଳି ମଜା କରୁଛି ତାହା ଭିଡିଓରେ ଦେଖି ପାରିବେ।


ଭିଡିଓରେ ଦେଖାଯାଉଛି, ଏକ ଛୁଆ ହାତୀ ନଦୀରେ ବିଭିନ୍ନ ପ୍ରକାର ଖେଳ ଖେଳି ଖେଳି ଗାଧୋଉଛି। ମଜା କରୁଛି। ଭିଡିଓକୁ ମେ’ ୭ରେ ଏକ୍ସରେ ପୋଷ୍ଟ କରାଯାଇଛି। ମନଛୁଆଁ ଭିଡିଓରେ ଛୁଆ ହାତୀ ପ୍ରାକୃତିକ ପରିବେଶ ମଧ୍ୟରେ ନଦୀ ପାଣିରେ ଖୁସିରେ ଖେଳୁଛି।
ଭିଡିଓ ଦେଖି ହଜାର ହଜାର ଲୋକେ ଖୁସି ବ୍ୟକ୍ତ କରିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି। ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏହି ଭିଡିଓ ବେଶ ମନଛୁଆଁ। ପିଲା ବେଳର ସ୍ମୃତିକୁ ଏହି ଭିଡିଓ ମନେ ପକାଇ ଦେଉଛି ବୋଲି ଅନେକ ମତ ଦେଇଛନ୍ତି।

ଅକ୍ଷୟ ତୃତୀୟା : ଜାଣନ୍ତୁ କିଣାକିଣି ଓ ପୂଜା ପାଇଁ ଶୁଭ ମୁହୂର୍ତ୍ତ, ଭୁଲରେ ବି ଏସବୁ ଜିନିଷ କିଣିବେ ନାହିଁ..

- Advertisement -

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories