www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା..

ଉପକୂଳରୁ ଆଭ୍ୟନ୍ତର ସବୁଠି ଉପରମୁହାଁ ପାରଦ..

- Advertisement -

ଦିନେ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ସମ୍ଭାବନା..

ପଶ୍ଚିମା ଝଡ ଆଣିପାରେ ସାମାନ୍ୟ ଆଶ୍ବସ୍ତି..

ଆସନ୍ତା ୧୬ ଓ ୧୭ ରେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

କଟକ ମେୟର ସୁବାସ ସିଂଙ୍କ ଗାଡି ଧକ୍କାରେ ବାଇକ୍ ଆରୋହୀ ଆହତ..

କେନ୍ଦୁଝର ଜିଲ୍ଲା ତୁରୁମୁ୍ଙ୍ଗା ଥାନା ଡାବରଚୁଆ ନିକଟରେ ଅଭାବନୀୟ ଘଟଣା..

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ , ଜଣେ ମୃତ, ଜଣେ ଆହତ..

ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ..

ମେଣ୍ଟ ଚର୍ଚ୍ଚାରେ ମନମୋହନଙ୍କ ପ୍ରତିକ୍ରିୟା..

କହିଲେ ଆମର ପ୍ରକ୍ରିୟା ଯାହା ହେବା କଥା ତାହା ଚାଲିଛି..

ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି..

ଖୋର୍ଦ୍ଧା ବରୁଣେଇ ପୀଠରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ: ଭୋରରୁ ମନ୍ଦିର ରୂପାନ୍ତରଣ କାର୍ଯ୍ୟର କଲେ ସମୀକ୍ଷା..

କୌଣସି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ- ଅମିତ ଶାହ..

ମୋଦୀ ସରକାର ସିଏଏ ଆଣିଛନ୍ତି, ଏହାକୁ ପ୍ରତ୍ୟାହାର କରିବା ଅସମ୍ଭବ..

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ; ୨ ଶିଶୁ ସହ ଦମ୍ପତି ମୃତ..

ଆଜି ନବୀନ ନିବାସରେ ଜରୁରୀ ବୈଠକ ବସିବ..

ବୈଠକରେ ମେଣ୍ଟ ସମ୍ପର୍କରେ ବଡ ନିଷ୍ପତି ହେବା ନେଇ ଚର୍ଚ୍ଚା..

ବରିଷ୍ଠ ନେତାଙ୍କ ସହ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କୁ ଡକରା..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories