www.samajalive.in
Monday, December 8, 2025
27.1 C
Bhubaneswar

‘ଭାରତ ହେଁ ହମ୍‌’ର ଟ୍ରେଲର ଲଞ୍ଚ୍‌ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦେଶର ସୂଚନା ଓ ପ୍ରସାରଣ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବୁଧବାର ନୂଆଦିଲ୍ଲୀରେ ଆନିମେଟେଡ୍‌ ସିରିଜ୍‌ ‘ଭାରତ ହେଁ ହମ୍‌’ର ଟ୍ରେଲର ଲଞ୍ଚ୍‌ କରିଛନ୍ତି। ଏହାକୁ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଏକ ଅଂଶ ଭାବେ ପ୍ରାଇମ ଭିଡିଓ, ନେଟଫ୍ଲିକ୍ସ ଏବଂ ଦୂରଦର୍ଶନରେ ଲଞ୍ଚ୍ କରାଯାଉଛି। ହିନ୍ଦୀ ସିନେମା ଏବଂ ମନୋରଞ୍ଜନ ଶିଳ୍ପ ପାଇଁ ଏହା ଏକ ବଡ଼ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି।

ଏହି ସିରିଜ୍‌ ସ୍ୱାଧୀନତାର ଅଜଣା ନାୟକମାନଙ୍କ କାହାଣୀ ଉପରେ ଆଧାରିତ। ଏହାକୁ ଅକ୍ଟୋବର ୧୫ରେ ଦୂରଦର୍ଶନର ସମସ୍ତ ଚ୍ୟାନେଲ ସହିତ ନେଟଫ୍ଲିକ୍ସ ଏବଂ ପ୍ରାଇମ ଭିଡିଓରେ ଏକକାଳୀନ ପ୍ରସାରିତ କରାଯିବ। ୧୧ ମିନିଟର ଏହି ଆନିମେଶନ୍ କାର୍ଯ୍ୟକ୍ରମକୁ ହିନ୍ଦୀ ଏବଂ ଇଂରାଜୀ ସମେତ ୧୨ଟି ଭାରତୀୟ ଭାଷା ଏବଂ ସାତଟି ଅନ୍ତର୍ଜାତୀୟ ଭାଷାରେ ପ୍ରସ୍ତୁତ କରାଯାଇଛି। ମୁଞ୍ଜାଲ୍ ଶ୍ରଫ୍ ଏବଂ ତିଲକ ଶେଟ୍ଟୀଙ୍କ ଦ୍ୱାରା ଏହି ସିରିଜ୍ ପ୍ରସ୍ତୁତ ହୋଇଛି।

- Advertisement -

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories