www.samajalive.in
Monday, December 8, 2025
27.1 C
Bhubaneswar

କୃଷି ସଚିବ ସ୍କ୍ରବ୍‌‌ ଟାଇଫସ୍‌‌ରେ ଆକ୍ରାନ୍ତ

ଭୁବନେଶ୍ୱର : କୃଷି ସଚିବ ସ୍କ୍ରବ୍‌‌ ଟାଇଫସ୍‌‌ରେ ଆକ୍ରାନ୍ତ। କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ୍‌‌ ଟାଇଫସ୍‌‌ରେ ଆକ୍ରାନ୍ତ ହୋଇଥିବା ନେଇ ବୁଧବାର ଖବର ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନୁମନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଆକ୍ରାନ୍ତ ପରେ ଅରବିନ୍ଦ ପାଢୀ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories