www.samajalive.in
Monday, December 8, 2025
20.1 C
Bhubaneswar

ଅଗ୍ନିପଥ ଯୋଜନାରେ ସାମିଲ ହେଲେ ଈଶିତା

ନୂଆଦିଲ୍ଲୀ : ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନା ବାହିନୀ(ଅଗ୍ନିପଥ ଯୋଜନା)ରେ ସାମିଲ ହୋଇଛନ୍ତି ତାଙ୍କ ବାପା ରବି କିଶନ ସୂଚନା ଦେଇଛନ୍ତି। ସେନା ବାହିନୀକୁ ଅଧିକ ଫିଟ ଓ ଏଥିରେ ଯୁବବର୍ଗଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଲାଗୁ କରିଥିଲେ। ଏହାକୁ ନେଇ ସେ ସମୟରେ ଅନେକ ବିବାଦ ହୋଇଥିଲା। ତେବେ ୨୧ ବର୍ଷୀୟ ଈଶିତା ଦିଲ୍ଲୀ ଡିରେକ୍ଟୋରେଟ ଅନ୍ତର୍ଗତ ୭ ଗାର୍ଲ ବାଟାଲିୟନର କ୍ୟାଡରରେ ସ୍ଥାନ ପାଇଛନ୍ତି। ଈଶିତା ସେନାରେ ସାମିଲ ହେବାକୁ ଯାଉଥିବାରୁ ତାଙ୍କୁ ଅଭିନେତା ଅନୁପମ ଖେର ଶୁଭେଚ୍ଛା ଜଣାଇଛନ୍ତି। ଈଶିତାଙ୍କ ଯୋଗଦାନ ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବ ବୋଲି ତାଙ୍କ ପିତା କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories