www.samajalive.in
Monday, December 8, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ .. ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ..

ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ..

- Advertisement -

୫୮ ହଜାର ୨୮୨ଟି ମତଦାନ କେନ୍ଦ୍ରରେ ପ୍ରାୟ ୫ କୋଟି ୨୧ ଲକ୍ଷ ୭୩ ଲକ୍ଷ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ..

ବଙ୍ଗୋପସାଗରରେ ସକ୍ରିୟ ଅବପାତ ସନ୍ଧ୍ୟା ସୁଦ୍ଧା ବାତ୍ୟା ରୂପ ନେବ..

୧୪ ପୂର୍ବାହ୍ନରେ କୋକ୍ସ ବଜାର.. କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବ..

ଉପକୂଳରେ ପବନର ବେଗ ଘଣ୍ଟାକୁ ୧୧୦ ରୁ ୧୨୦ କିମି ସମ୍ଭାବନା..

ଓଡିଶା ଉପରେ ପ୍ରଭାବ ପଡିବ ନାହିଁ ବୋଲି ଆଇଏମଡି ପୂର୍ବରୁ ସ୍ପଷ୍ଟ କରିଛି..

ଝାରସୁଗୁଡାରେ ସକାଳ ୮ଟା୩୦ ସୁଦ୍ଧା ତାପମାତ୍ରା ୩୪.୨ ଡିଗ୍ରୀ..

ଦିନ ୧୧ଟାରୁ ୨ଟା ୩୦ ମଧ୍ୟରେ ତାପମାତ୍ରା ୩୯ ଡିଗ୍ରୀରୁ ୪୩ ଡିଗ୍ରୀ ସମ୍ଭାବନା..

ରାଜଧାନୀ ଭୁବନେଶ୍ୱରରେ ଆଜି ମଧ୍ୟ ପ୍ରବଳ ତାତି.. ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୨ ଡିଗ୍ରୀ ଛୁଇଁଲା..

ଆଉ ୪ ଦିନ କଲବଲ କରିବ ତାତି..

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା..

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories