www.samajalive.in
Monday, December 8, 2025
17.1 C
Bhubaneswar

ତାଳୁଫଟା ଖରା : ଝାରସୁଗୁଡା ଉତପ୍ତ ସହର

ଡେସ୍କ :  ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର କିଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବୁଧବାର ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ୪୨.୪ ଡ଼ିଗ୍ରୀ ସେଲସିୟସ ଓ  ସମ୍ବଲପୁରରେ ୪୧.୮ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଆଉ ୩ ଦିନ ପାଇଁ କିଛି ଜିଲାରେ ପ୍ରଚଣ୍ଡ ତାଳୁଫଟା ଖରା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

 ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା :

ଝାରସୁଗୁଡା: ୪୨.୪ ଡ଼ିଗ୍ରୀ

ସମ୍ବଲପୁର: ୪୧.୮ ଡ଼ିଗ୍ରୀ

ହୀରାକୁଦ: ୪୦.୪ ଡ଼ିଗ୍ରୀ

ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ

ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ

କେନ୍ଦୁଝର: ୩୮ ଡ଼ିଗ୍ରୀ

ବାଲେଶ୍ୱର: ୩୭.୨ ଡ଼ିଗ୍ରୀ

ପୁରୀ: ୩୫.୨ ଡ଼ିଗ୍ରୀ

ଗୋପାଳପୁର: ୩୫.୨ ଡ଼ିଗ୍ରୀ


Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories