www.samajalive.in
Monday, December 8, 2025
20.1 C
Bhubaneswar

ପ୍ରସିଦ୍ଧ ଲଡୁ ; ୨୪.୬୦ ଲକ୍ଷ ଟଙ୍କାରେ ହେଲା ନିଲାମ

ହାଇଦ୍ରାବାଦ : ହାଇଦ୍ରାବାଦର ବାଲାପୁର ପ୍ରଭୁ ଗଣେଶଙ୍କ ୨୧ କିଲୋଗ୍ରାମର ପ୍ରସିଦ୍ଧ ଲଡୁ ଶୁକ୍ରବାର ୨୪.୬୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି।
ସେଠାକାର ଜଣେ ସ୍ଥାନୀୟ ବ୍ୟବସାୟୀ ଏହି ଲଡୁକୁ କିଣିଛନ୍ତି। ଗତ ବର୍ଷ ଏହି ଲଡୁ ୧୮.୯୦ ଲକ୍ଷରେ ନିଲାମ ହୋଇଥିଲା। ସ୍ଥାନୀୟ ଲୋକଙ୍କ ମାନ୍ୟତାନୁଯାୟୀ, ଏହି ଲଡୁକୁ କିଣୁଥିବା ବ୍ୟକ୍ତିବିଶେଷଙ୍କୁ ସୌଭାଗ୍ୟ,ଉତ୍ତମ ସ୍ୱାସ୍ଥ୍ୟ ସୁଖସମୃଦ୍ଧି,ଧନ ଆଦି ପ୍ରାପ୍ତି ହୋଇଥାଏ। ମୂର୍ତ୍ତି ବିସର୍ଜନ ପୂର୍ବରୁ ଏହାର ନିଲାମି କରାଯାଇଥାଏ।

ଶୋଷ ଲାଗୁଛି ପାଣି ଦିଅ;ଦେଖନ୍ତୁ ଭିଡିଓ

- Advertisement -

ଏହା ମଧ୍ୟରେ ସହରରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତିର ବିସର୍ଜନ ଅଧିକ ମାତ୍ରାରେ କରାଯାଉଛି। ପୁଲିସ ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବିସର୍ଜନ କାର୍ଯ୍ୟକ୍ରମ ଶନିବାର ଅପରାହ୍ନ ଯାଏଁ ହେବ। ବର୍ଷା ହେବା ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ହର୍ସଉଲ୍ଲାସ ସହ ପାଳନ କରାଯାଉଛି। ତେଲେଙ୍ଗାନା ପୁଲିସ ଏନେଇ ଅଧିକାରୀଙ୍କ ସହ ପ୍ରାୟ ୩୫୦୦୦ରୁ ଅଧିକ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories