www.samajalive.in
Monday, December 8, 2025
20.1 C
Bhubaneswar

‘ଦେଶବାସୀ ବେରୋଜଗାରୀ ସହ ଲଢୁଛନ୍ତି’

ନୂଆଦିଲ୍ଲୀ: ଦେଶବାସୀ ବେରୋଜଗାରୀ ସହ ଲଢ଼ୁଛନ୍ତି । ବେରୋଜଗାରୀ ଦେଶରେ ମହାମାରୀ ରୂପ ନେଇଥିବା ବେଳେ କୋଟି କୋଟି ପରିବାରଙ୍କ ନିକଟରେ ଆୟର ସ୍ଥିର ପନ୍ଥା ନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଛାଡ଼ି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ନିଜ ବାର୍ତ୍ତାରେ ରାହୁଲ ଦର୍ଶାଇଛନ୍ତି ଲୋକସଭାରେ ଦରବୃଦ୍ଧି ଉପରେ ସରକାରଙ୍କଠାରୁ ଉତ୍ତର ଚାହିଁଥିଲେ କଂଗ୍ରେସ ସାଂସଦମାନେ। ତେବେ କେତେକ କଂଗ୍ରେସ ସାଂସଦଙ୍କ ବିରୋଧରେ ସରକାର ଆକ୍ରୋଶମୂଳକ ପଦ​‌କ୍ଷେପ ଗ୍ରହଣ କରିବାକୁ ପଛାଇ ନଥିଲେ । ଦେଶବାସୀ ବେରୋଜଗାରୀ ସହ ଲଢୁଥିବା ବେଳେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଣେ ଅହଂକାରୀ ରାଜାଙ୍କ ଭାବମୂର୍ତ୍ତି ନିର୍ମଳ କରିବାକୁ ଚେଷ୍ଟା କରୁଛି। ଦେଶରେ ଦରଦାମ୍‌ ବୃଦ୍ଧି ଘଟିନଥିବା ସରକାର କହିବା ହାସ୍ୟାସ୍ପଦ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories