ବାଙ୍କୀ: ଡମପଡ଼ା ଗ୍ରାମପଞ୍ଚାୟତର ବିଜୁ ଜନତା ଦଳର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ସମୀର କୁମାର ରଣାଙ୍କୁ ନିଯୁକ୍ତି ମିଳିଥିବା ସମ୍ପର୍କରେ ଡମପଡ଼ା ବ୍ଲକ ବିଜୁ ଜନତା ଦଳର ସଭାପତି ସୂଚନା ଦେଇଛନ୍ତି। ବିଜୁ ଜନତା ଦଳରେ ଜଣେ ବରିଷ୍ଠ ଯୁବ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ନିକଟରେ ଡମପଡ଼ା ପଞ୍ଚାୟତରେ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ପାଇଥିବା ଯୋଗୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।
Popular Categories



