www.samajalive.in
Monday, December 8, 2025
27.1 C
Bhubaneswar

ପିପିଲିରେ ପୁଣି ନିର୍ବାଚନୀ ହିଂସା, କଂଗ୍ରେସ କ୍ୟାମ୍ପ କାର୍ଯ୍ୟାଳୟ ଜାଳିଲେ ଦୁର୍ବୃତ୍ତ

ପୁରୀ: ପିପିଲିରେ ପୁଣି ନିର୍ବାଚନୀ ହିଂସା ଦେଖାଦେଇଛି । ଦୁର୍ବୃତ୍ତ ମାନେ କଂଗ୍ରେସ କ୍ୟାମ୍ପ କାର୍ଯ୍ୟାଳୟ ଜାଳିଦେଇଥିବା ଦେଖିବାକୁ ମିଳିଛି । ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇ ଫେରାର ହୋଇଯାଇଛନ୍ତି । ଫଳରେ କାର୍ଯ୍ୟାଳୟର ଅନେକ ଜିନିଷ ପୋଡି ପାଉଁଶ ହୋଇଯାଇଛି । ଏହି ଘଟଣା ପିପିଲି ଏନଏସିର ୭ନଂ ୱାର୍ଡରେ ଥିବା କ୍ୟାମ୍ପ କାର୍ଯ୍ୟାଳୟରେ ଘଟିଛି । ଘଟଣାକୁ ନେଇ କଂଗ୍ରେସ ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ନିଆଁ ଲଗାଇବା ପଛରେ ଏକ ନିର୍ଦ୍ଦିଷ୍ଟ ଦଳର ହାତଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ପ୍ରାର୍ଥୀଙ୍କ ଭାଇ । ଘଟଣାକୁ କଂଗ୍ରେସ ନିନ୍ଦା କରିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories