www.samajalive.in
Monday, December 8, 2025
27.1 C
Bhubaneswar

ପୋତିହେଲାଣି ଶାଖା କେନାଲ, ମାଡିପାରୁନି ପାଣି

ହରଭଙ୍ଗା:ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଧୁଙ୍ଗିଆମୁଣ୍ଡା ନିକଟସ୍ଥ ଘୁମୁକୁଡି କ୍ଷୁଦ୍ରଜଳସେଚନ ପ୍ରକଳ୍ପର ଶାଖାକେନାଲର ଅଧିକାଂଶ ସ୍ଥାନରେ ଘାସ,ବୁଦା,ମାଟିରେ ପୋତିହୋଇପିଡିଥିବା ଦେଖିବାକୁ ମିଳିଛି। ଫଳରେ ଚଳିତବର୍ଷ କେନାଲ ପାଣି ଜମିରେ ମାଡିବା ଆଶାକ୍ଷୀଣ ହୋଇଛି।

 

- Advertisement -

ଚଳିତବର୍ଷ ବର୍ଷାଭାବରୁ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଗୁଡିକ ଶୁଖିଲା ପଡିଛି। ଚାଷୀ ବର୍ଷାକୁ ଚାତକ ପରି ଅନେଇ ବସିଥିବାବେଳେ କେନାଲ ପାଣି ଉପରେ ମଧ୍ୟ ସବୁବର୍ଷ ଭରସା କରୁଛି।ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ କେନାଲ ସଫା ଦିଗରେ ବିଭାଗୀୟ ଉଚ୍ଚକତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରୁ ଦାବୀ ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories