www.samajalive.in
Monday, December 8, 2025
17.1 C
Bhubaneswar

ଗୋଟିଏ ହାତ ନାହିଁ, କିନ୍ତୁ ନିଶା ଚାଷ

ଯାଜପୁର : ଗୋଟିଏ ହାତ ନାହିଁ ସତ କିନ୍ତୁ ଦୃଢ ମନ ବଳ ପାଇଁ ଚାଷ କାମ କରିପାରୁଛନ୍ତି ଆମ କହୁଚୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଭୟପୁର ପଞ୍ଚାୟତ ଦିଗାମ୍ବରପୁର ଗ୍ରାମର ପ୍ରଭାକର ଖଟୁଆ ପିଲାଦିନରୁ ଏକ ଦୁର୍ଘଟଣାରେ ହାତ ହରାଇଥିଲେ। ତଥାପି ସବୁ କାର୍ଯ୍ୟ କରିପାରୁଛନ୍ତି ଏହା ସହିତ ସେ ଖୁଦ୍ର ଜଳସେଚନ ବିଭଗର ସୁପୁର ଭାଇଜର ଭାବେ କାର୍ଯ୍ୟ କରି ଏବେ ଅବସର ପରେ ଚଷା ସହିତ ଘର ଅନ୍ୟ କାମ କରିପାରୁଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories