ସନ୍ଧ୍ୟା ୭ଟା ମୁଖ୍ୟ ଖବର
-ଟୋକିଓ ଅଲିମ୍ପିକରେ କିଟ୍ରୁ ୩ ଖେଳାଳି
-କଟକ ଭୁବନେଶ୍ୱରରେ ପ୍ରବଳ ବର୍ଷା
-ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି
-ପରୀକ୍ଷାଫଳ ଅପେକ୍ଷାରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ
-ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଡାକ୍ତରଖାନାରେ ଭର୍ତ୍ତି, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଯୋଗୀ ଆଦିତ୍ୟନାଥ
-କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ
-ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି
-୩୪ କୋଟି ଟପିଲା ଟିକାକରଣ, ଦିନକରେ ଟୀକା ନେଇଛନ୍ତି ୪୪ ଲକ୍ଷ
-ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୧୭ ମୃତ, ୪୦ ଉଦ୍ଧାର
-ଦେଶରେ ୨୪ ଘଣ୍ଟାରେ ଆଉ ୪୩,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
-ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩କୁ ବୃଦ୍ଧି
-ଦିନକରେ ଆଉ ୫୨,୨୯୯ ସୁସ୍ଥ ହୋଇଥିବା ବେଳେ ମୋଟ ୨,୯୬,୫୮,୦୭୮ ସୁସ୍ଥ
-୪,୮୫,୩୫୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
-୩୫,୧୨,୨୧,୩୦୬ ଟିକା ନେଇ ସାରିଛନ୍ତି
-ଆଉ ୯୫୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪,୦୨,୦୦୫
-ଆସନ୍ତା ୨୦୨୨-୨୩ରୁ ପୁରୀରେ ଉଡିବ ବିମାନ ; ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସବୁ ଠିକଠାକ ଚାଲିଲେ ପୁରୀରୁ ଉଡିବା ସମ୍ଭାବନା ଉଜ୍ଜ୍ୱଳ ବୋଲି କହିଲେ
-ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୃତ୍ୟୁ
-କେନ୍ଦ୍ରାପଡା : ସଉଦା କିଣି ଫେରୁଥିବା ବେଳେ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ ; ଜଣେ ଅଟକ
-ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮, କଟକ ଜିଲାରୁ ସର୍ବାଧିକ
-ରାଜ୍ୟରେ ମୋଟ କରୋନା ସଂକ୍ରମଣ ୯୨୨୮୯୬କୁ ବୃଦ୍ଧି
-ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି
-କରୋନା ମହାମାରୀ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି
-୧୨ରେ ଲଘୁଚାପ, ୧୩ରୁ ବର୍ଷା
-ରଥରେ ସେବାୟତଙ୍କୁ ସେଲ୍ଫି, ଭିଡିଓ ରେକର୍ଡିଂ ମନା
-ଘୋଷଯାତ୍ରା ନିଷ୍ପତ୍ତି, ବଡ଼ଦାଣ୍ଡ କୋଠାରେ ରହିବେନି ବାହାର ଲୋକ
-ସେବକ ଟାଣିବେ ରଥ, ଦକ୍ଷିଣମୋଡ଼ କରିବେ ପୁଲିସ
-ବ୍ରାଜିଲ-ପେରୁ ସେମିଫାଇନାଲ, କ୍ବାର୍ଟରରୁ ହାରି ବିଦାୟ ନେଲେ ଚିଲି ଓ ପାରାଗୁଏ
-୧୪ରେ ଟୋକିଓ ଯିବ ଭାରତୀୟ ଖେଳାଳିଙ୍କ ପ୍ରଥମ ଦଳ
-ଇସ୍ରାଏଲଠାରୁ ଡ୍ରୋନ ପ୍ରତିରୋଧୀ ବ୍ୟବସ୍ଥା କିଣିବ ଭାରତ
-ପୁଣି ରାଫେଲ ଭୂତ, ଫ୍ରାନ୍ସରେ ରାଜିନାମାର ବିଚାର ବିଭାଗୀୟ ତଦନ୍ତ
-ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ସେ ଆମାଜିନ୍ର ମୁଖ୍ୟ ଜେଫ୍ ବେଜାସ୍ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି
Comments are closed.