www.samajalive.in
Monday, December 8, 2025
27.1 C
Bhubaneswar

ଦିନକରେ ରାଜ୍ୟରେ ୨୯୫୭ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୬୯୮ ଓ ସ୍ଥାନୀୟ ସଂକ୍ରମିତ ୧୨୫୯

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୨୯୫୭ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୬୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୨୫୯ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୧୦, ବାଲେଶ୍ୱର ୨୪୭, ବରଗଡ ୪୧, ବରଗଡ ୪୧, ଭଦ୍ରକ ୧୯୨, ବଲାଙ୍ଗୀର ୩୭, ବଉଦ ୪୭, କଟକ ୨୭୧, ଦେବଗଡ ୧୦, ଢେଙ୍କାନାଳ ୪୨, ଗଜପତି ୨୪, ଗଞ୍ଜାମ ୧୮, ଜଗତସିଂହପୁର ୧୦୩, ଯାଜପୁର ୨୬୦, ଝାରସୁଗୁଡା ଜିଲାରୁ ୩ ଜଣ ରହିଛନ୍ତି। ସେହିଭଳି କଳାହାଣ୍ଡି ଜିଲାରୁ ୩୮, କନ୍ଧମାଳ ୫୧, କେନ୍ଦ୍ରାପଡା ୧୧୬, କେନ୍ଦୁଝର ୫୭, ଖୋର୍ଦ୍ଧା ୪୦୮, କୋରାପୁଟ ୬୦, ମାଲକାନଗିରି ୫୬, ମୟୁରଭଞ୍ଜ ୧୩୫, ନବରଙ୍ଗପୁର ୪୫, ନୟାଗଡ ୧୧୨, ନୂଆପଡା ୧୦, ପୁରୀ ୨୧୯, ରାୟଗଡା ୬୩, ସମ୍ବଲପୁର ୨୮, ସୋନପୁର ୨୫, ସୁନ୍ଦରଗଡ ୫୮ ଏବଂ ଷ୍ଟେଟପୁଲରୁ ୭୦ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୮୪୪୮୦୧ ଜଣ ଆରୋଗ୍ୟ ଲାଭ କରିସାରିଥିବାବେଳେ ସଂପ୍ରତି ୩୪୯୬୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories