www.samajalive.in
Monday, December 8, 2025
17.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର

-ବିଦେଶରୁ ଆସିଲା ୧୩୫୦ ଅମ୍ଳଜାନ ସିଲିଣ୍ଡର

- Advertisement -

-ରାମଦେବଙ୍କୁ ଡାକ୍ତରଙ୍କ ବିରୋଧ, ଜୁନ ୧ରେ ଦେଶବ୍ୟାପୀ ପାଳିବେ କଳାଦିବସ

– ପିଏନବି ଦୁର୍ନୀତି: ଚୋକ୍‌ସୀଙ୍କୁ ଭାରତ ଆଣିବାକୁ ଡୋମିନିକାରେ ପହଞ୍ଚିଲା ବିମାନ

– ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ ସଂକ୍ରମିତ ଚିହ୍ନଟ ଓ ୩,୪୬୦ ମୃତ

– କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆରେ ବଢ଼ିଲା ତାଲାବନ୍ଦ

– କେନ୍ଦ୍ରକୁ କଂଗ୍ରେସର ସମାଲୋଚନା; କହିଲା ମୋଦୀ ସରକାର ଦେଶ ପାଇଁ ହାନିକାରକ

– ଏଲୋପାଥି-ଆୟୁର୍ବେଦ ବିବାଦ: ଆମିରଙ୍କ ଭିଡିଓ ଶେୟାର କରି ମେଡିକାଲ ମାଫିଆଙ୍କୁ ଆହ୍ବାନ କଲେ ରାମଦେବ

– ମୁମ୍ବଇ ବାସଭବନରେ ଝୁଲୁଛି ମାଳ ମାଳ ନୋଟିସ ; ଡୋମିନିକା କାରାଗାରରେ ବନ୍ଦୀ ମେହୁଲ ଚୋକ୍ସି

– ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି

– ଗୋପନରେ ବିବାହ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌, ପ୍ରେମିକା କ୍ୟାରୀ ସାଇମଣ୍ଡସ୍‍ଙ୍କୁ ଜୀବନସାଥୀ କଲେ

ରାଜ୍ୟ ଖବର

– ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨

– ଆଉ ଆଖି ବୁଜିଲେ ୩୩ ଆକ୍ରାନ୍ତ, ମୋଟ ମୃତ୍ୟୁ ସଂଖ୍ୟା ଟପିଲା ୨୭୦୦

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories