www.samajalive.in
Monday, December 8, 2025
17.1 C
Bhubaneswar

ଆଜି ରାଜ୍ୟରେ ସୁସ୍ଥ ହେଲେ ୮୬୬୫ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୮୨୩୪୫କୁ ବୃଦ୍ଧି

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପୁଣି ୮୬୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୪୮୨୩୪୫କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଦିକ ୧୧୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ୬୨୮, ଅନୁଗୁଳ ୫୨୮, ଝାରସୁଗୁଡ଼ା ୪୫୮, କଟକ ୪୪୪, ପୁରୀ ୪୩୪, ନୂଆପଡ଼ା ୪୦୪, ସମ୍ବଲପୁର ୩୮୧, ବରଗଡ଼ ୩୬୩, ବଲା୍ଗିର ୩୨୪, ନବରଙ୍ଗପୁର ୩୧୮, ବାଲେଶ୍ବର ୩୦୧, ଗଞ୍ଜାମ ୨୯୦, ଯାଜପୁର ୨୭୪, ମୟୂରଞ୍ଜ ୨୪୩, ଷ୍ଟେଟ୍‌ପୁଲ ୨୩୮, କଳାହାଣ୍ଡି ୨୩୫, ନୟାଗଡ଼ ୨୦୬, ବୌଦ୍ଧ ୧୯୯, ଜଗତସିଂହପୁର ୧୭୨, କେନ୍ଦୁଝର ୧୬୭, ସୋନପୁର ୧୪୦, ରାୟଗଡ଼ା ୧୩୨, କେନ୍ଦ୍ରାପଡ଼ା ୧୨୦, କୋରାପୁଟ ୧୧୯, ଗଜପତି ୧୦୯, ମାଲକାନଗିରି ୭୨, ଦେବଗଡ଼ ୬୭, ଭଦ୍ରକ ୬୩, ଢେଙ୍କାନାଳ ୪୭ ଓ କନ୍ଧମାଳରୁ ୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

- Advertisement -

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories