www.samajalive.in
Monday, December 8, 2025
17.1 C
Bhubaneswar

ମୃତ ସିଆରସିସିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲା ଶିକ୍ଷକ ସଂଘ

କେଶଦୁରାପାଳ : ଘସିପୁରା ବ୍ଳକ ବରାଙ୍ଗ କ୍ଳଷ୍ଟରର ସିଆରସିସି ସୁକାନ୍ତ ଚରଣ ମଲ୍ଲିକଙ୍କର ପରଲୋକ ହୋଇଯାଇଥିବା ବେଳେ ଘସିପୁରା ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ସ୍ଵର୍ଗତ ମଲ୍ଲୀକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସଂଘର ପ୍ରମୁଖ କର୍ମକର୍ତ୍ତା ରଣଜିତ ପାତ୍ର, ଅନାମ ଚରଣ ମାଝୀ , କଳାକର ଜେନା, ସନ୍ତୋଷ କୁମାର ରାଉତ, ଧନୁର୍ଦ୍ଧର ସାହୁ, ବିଜୟ କୁମାର ଓଝା, ସୁକାନ୍ତ କୁମାର ଜେନା, ସଞ୍ଜୟ କୁମାର ମିଶ୍ର, ନିଶିକାନ୍ତ ପୃଷ୍ଟି, ମନୋଜ କୁମାର ମିଶ୍ର ,ଦେବାଶିଶମହାନ୍ତି, ଅଶୋକ କୁମାର ବରାଳ, ଅମ୍ବରୀଶ ପ୍ରସାଦ ରାଉତରାୟ, ଗୋବର୍ଦ୍ଧନ ଜେନା ପ୍ରମୁଖ ଯୋଗଦେଇ ସ୍ଵର୍ଗତ ମଲ୍ଲିକଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରିବ। ସହିତ ନିରବ ପ୍ରାର୍ଥନା କରିଥିଲେ। ବ୍ଳକର ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ସ୍ଵର୍ଗତ ମଲ୍ଲିକଙ୍କ ପରିବାରକୁ ୬୧ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories