www.samajalive.in
Thursday, December 11, 2025
27.1 C
Bhubaneswar

ସରକାରୀ ସ୍କୁଲ୍‍ରେ ଦ୍ୱିତୀୟ ଶ୍ରେଣୀର ଶିଶୁ କନ୍ୟାକୁ ବଳାତ୍କାର

ନୂଆଦିଲ୍ଳୀ: ଦିଲ୍ଳୀର ମୁଖ୍ୟସ୍ଥଳରେ ଅବସ୍ଥିତ ଏକ ସରକାରୀ ସ୍କୁଲ୍‍ରେ ଜଣେ ଦ୍ୱିତୀୟ ଶ୍ରେଣୀର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ଜଣେ ଇଲେକ୍ଟ୍ରିସିଆନ୍‍କୁ ଶୁକ୍ରବାର ଗିରଫ କରିଛି।
ଅଭିଯୋଗ ଅନୁଯାୟୀ ଇଲେକ୍ଟ୍ରିସିଆନ୍‍ ଜଣକ ଶିଶୁକନ୍ୟାକୁ ସ୍କୁଲ୍‍ ପରିସରରେ ଥିବା ଏକ ପମ୍ପ ହାଉସ୍‍ ନିକଟକୁ ଜବରଦସ୍ତ ନେଇ ସେଠାରେ ତାକୁ ବଳାତ୍କାର କରିଥିଲା। ସ୍କୁଲ୍‍ ନିକଟ ଏକ ବସ୍ତିରେ ଶିଶୁର ପିତାମାତା ରହୁଛନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories