www.samajalive.in
Monday, December 8, 2025
17.1 C
Bhubaneswar

ଭୂଷଣ ଷ୍ଟିଲ୍ ପକ୍ଷରୁ ଠେଲକୁଲି ସ୍କୁଲରେ ବିଶୋଧନ କାର୍ଯ୍ୟକ୍ରମ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଠେଲକୁଲି ଠାରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଉ କିଛି ଦିନ ପରେ ଖୋଲିବାକୁ ଯାଉଥିବାରୁ ଆଜି ଭୂଷଣ ଷ୍ଟିଲ୍ କମ୍ପାନୀ ପକ୍ଷରୁ ସ୍କୁଲ ପରିସର ଏବଂ ସମସ୍ତ କୋଠରି ରେ ଔଷଧ ସିଞ୍ଚନ କରାଯାଇ ବିଶୋଧନ କରଯାଇଛି। ଠେଲକୁଲି ସରପଞ୍ଚ ଏବଂ ସ୍କୁଲ ପରିଚାଳନାକମିଟିର ସଭ୍ୟଙ୍କ ଅନୁରୋଧ କ୍ରମେ  କମ୍ପାନୀ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ ସମ୍ପାଦନ କରଯାଇଥିବାର ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories