ରାଜ୍ୟରେ ମୋଟ ପଜିଟିଭ ୩,୨୭,୮୬୭ ; ନୂଆ ଆକ୍ରାନ୍ତ ୩୨୫
୬ ଜିଲାରୁ ନାହାନ୍ତି ନୂଆ ପଜିଟିଭ
ଭୁବନେଶ୍ୱର :ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ଥିବା ବେଳେ ଆଜି ଏଥିରେ କିଛି ବୃଦ୍ଧି ହେଉଥିବା ଦେଖାଯାଇଛି। ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୨୫ ନୂଆ ଆକ୍ରାନ୍ତ । ସଙ୍ଗରୋଧ କେନ୍ଦ୍ରରୁ ୧୮୭, ସ୍ଥାନୀୟ ୧୩୮ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭କୁ ବୃଦ୍ଧି ପାଇଛି। ୩,୨୨,୯୭୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୯୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 24th December
New Positive Cases: 325
In quarantine: 187
Local contacts: 138(Details of local contacts will be shared by concerned District Administration)
District Wise Cases:
1. Angul: 32
2. Balasore: 28
3. Bargarh: 18
4. Bhadrak: 4
5. Balangir: 12— I & PR Department, Odisha (@IPR_Odisha) December 25, 2020
23. Sonepur: 2
24. Sundargarh: 33
25. State Pool: 9New recoveries: 324
Cumulative tested: 6770104
Positive: 327867
Recovered: 322972
Active cases: 2989— I & PR Department, Odisha (@IPR_Odisha) December 25, 2020
୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୬ ଓ ସୁନ୍ଦରଗଡରୁ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୨, ବାଲେଶ୍ୱର ୨୮, ବରଗଡ ୧୮, ଭଦ୍ରକ ୪, ବଲାଙ୍ଗୀର ୧୨, କଟକ ୧୯, ଦେଓଗଡ ୪, ଢେଙ୍କାନାଳ ୧, ଗଞ୍ଜାମ ୫, ଜଗତସିଂହପୁର ୧, ଯାଜପୁର ୧୭, ଝାରସୁଗୁଡ଼ା ୧୧, କଳାହାଣ୍ଡି ୫, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୧୧, ମୟୁରଭଞ୍ଜ ୧୮, ନବରଙ୍ଗପୁର ୨, ନୟାଗଡ ୪, ନୂଆପଡା ୧୮, ପୁରୀ ୪, ସମ୍ବଲପୁର ୨୧, ସୋନପୁର ୨, ଷ୍ଟେଟ ପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.