www.samajalive.in
Monday, December 8, 2025
27.1 C
Bhubaneswar

ଆଜି ରାଜ୍ୟରେ ସୁସ୍ଥ ହେଲେ ୬୬୯ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୨୭୩୪କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୬୬୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜରୁ ୬୫, ଖୋର୍ଦ୍ଧା ୫୮, ସୁନ୍ଦରଗଡ଼ ୫୭, କେନ୍ଦୁଝର ୪୮, ଝାରସୁଗୁଡ଼ା ୪୭, ଅନୁଗୁଳ ୪୪, କଟକ ୪୦, ଜଗତସିଂହପୁର ୩୮, କେନ୍ଦ୍ରାପଡ଼ା ୩୧, ଯାଜପୁର ୨୮, ବରଗଡ଼ ୨୭, ନୂଆପଡ଼ା ୨୪, ସମ୍ବଲପୁର ୨୩, କଳାହାଣ୍ଡି ୨୦, ବାଲେଶ୍ବର ୧୮, ବଲାଙ୍ଗିର ୧୬, ଗଞ୍ଜାମ ୧୩, ନବରଙ୍ଗପୁର ୧୨, ଭଦ୍ରକ ୭, ପୁରୀ ୭, ବୌଦ୍ଧ ୬, ନୟାଗଡ଼ ୫, ସୋନପୁର ୫, ଢେଙ୍କାନାଳ ୪, ମାଲକାନଗିରି ୪, କନ୍ଧମାଳ ୩, କୋରାପୁଟ ୩, ଦେବଗଡ଼ ୨, ରାୟଗଡ଼ା ୧ ଏବଂ ଷ୍ଟେଟ୍‌ପୁଲ୍‌ର ୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୧୨୭୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଜରିଆରେ ସୂଚନା ଦିଆଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories