www.samajalive.in
Monday, December 8, 2025
20.1 C
Bhubaneswar

ଶରତ ପୂର୍ଣ୍ଣିମା : ଚନ୍ଦ୍ରମାଙ୍କ କିରଣରେ ଖିରୀ ରଖିବାର ବୈଜ୍ଞାନିକ ମହତ୍ତ୍ୱ

ଶରତ ପୂର୍ଣ୍ଣିମା ଆଜି ସନ୍ଧ୍ୟାରୁ ଆରମ୍ଭ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଚନ୍ଦ୍ରମା ଷୋହଳ କଳାରେ ପୂର୍ଣ୍ଣ ହୋଇ ଅମୃତ ବର୍ଷା କରିଥାଆନ୍ତି। ଏହି ପୂର୍ଣ୍ଣିମା ଦିନ ସାରା ରାତି ଚନ୍ଦ୍ରମାଙ୍କ କିରଣରେ ଖିରୀ ରଖି ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ସାରା ରାତି ଚନ୍ଦ୍ରମାଙ୍କ କିରଣରେ ଖିରୀ ରଖିବାର ଧାର୍ମିକ ସହ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି।
ଖିରୀରେ ଖିର, ଚାଉଳ ମିଶ୍ରିତ ହୋଇ ପ୍ରସ୍ତୁତ ହୋଇଥାଏ। ଖିରରେ ଏକ ପ୍ରକାର ଏପରି ପଦାର୍ଥ ରହିଛି ଯାହା ଚନ୍ଦ୍ରମାଙ୍କ କିରଣରୁ ଅଧିକ ମାତ୍ରାରେ ଶକ୍ତି ଶୋଷଣ କରିଥାଏ। ଚାଉଳରେ ଥିବା ଏକ ପ୍ରକାର ପ୍ରଦାର୍ଥ ମଧ୍ୟ ଚନ୍ଦ୍ରଙ୍କ କିରଣରୁ ଶକ୍ତି ଶୋଷଣ କରିଥାଏ। ବୈଜ୍ଞାନିକଙ୍କ ମତରେ ଏହି ଖିରୀ ସେବନ କରିବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଆଜମା ରୋଗୀଙ୍କ ପାଇଁ ଏହି ଖିରୀ ଖୁବ ଉପକାରୀ। ରାତି ସାରା ଖିରୀ ରହିବା ପରେ ଭୋର ସମୟରେ ଏହି ରୋଗୀ ଖିରୀ ସେବନ କରିବା ଉଚିତ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories