www.samajalive.in
Monday, December 8, 2025
17.1 C
Bhubaneswar

ତିର୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ କଂଗ୍ରେସର ରଘୁନାଥପୁର ବ୍ଲକ ପ୍ରଚାର କମିଟି

ଭୁବନେଶ୍ୱର :  ଆଗାମୀ ତିର୍ତୋଲ ବିଧାନସଭା ଉପ ନିର୍ବାଚନରେ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିବାପାଇଁ ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ  ଚିରଞ୍ଜିବ ବିଶ୍ୱାଳଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ରଘୁନାଥପୁର ବ୍ଲକ ନିର୍ବାଚନ ପ୍ରଚାର କମିଟିକୁ ଅନୁମୋଦନ କରିଛନ୍ତି। ଏହି କମିଟିରେ ଆବାହକ ଭାବରେ  ପ୍ରତିମା ମଲ୍ଲିକ ରହିଥିବା ବେଳେ ସହ-ଆବାହକ ଭାବେ  ସର୍ବେଶ୍ୱର ପଣ୍ଡା ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କମିଟିରେ  ପ୍ରଶାନ୍ତ କୁମାର ଦାସ, ମନୋରଞ୍ଜନ ଜେନା, ଦେବବ୍ରତ ତ୍ରିପାଠୀ, କାଳନ୍ଦି ମହାନ୍ତି, ଆର୍ତତ୍ରାଣ ପଣ୍ଡା, ରୌନକ୍‍ ଅଲ୍ଲୀ ଖାଁ, ଶରତ ଚନ୍ଦ୍ର ବାରିକ, ଧିରେନ୍ଦ୍ରନାଥ ମଲ୍ଲିକ, ସମରାଜ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି, ବିଜନ କୁମାର ସ୍ୱାଇଁ, ଜ୍ଞାନରଂଜନ ପଟ୍ଟନାୟକ, ପ୍ରଭାକର ଜେନା, ସାଇପ୍ରଭଞ୍ଜନ ମହାପାତ୍ର, କାଶୀନାଥ ପଣ୍ଡା, ସରୋଜ କୁମାର ନାୟକ, ଜୈନେନ୍ଦ୍ର ମହାନ୍ତି, ଦୁର୍ଯ୍ୟୋଧନ ରାଉତ, ମାନସ ଗୋଚ୍ଛାୟତ, ଶରତ କୁମାର ରାଉତ, ତ୍ରିଲୋଚନ ରାଉତ ଓ ପ୍ରଭାସ କୁମାର ପଣ୍ଡା ପ୍ରମୁଖ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories