www.samajalive.in
Monday, December 8, 2025
27.1 C
Bhubaneswar

ଅଗଷ୍ଟରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର : ଅଗଷ୍ଟ ମାସରେ ୧୦ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ମାସର ପ୍ରଥମ ଦିବସ ଅଗଷ୍ଟ ପହିଲା (ଶନିବାର)ରେ ଇଦ୍‌-ଉଲ୍‌-ଜୁହା ଲାଗି ବ୍ୟାଙ୍କ ଛୁଟି। ଏହାର ପରଦିନ ୨ ତାରିଖ ରବିବାର ପଡୁଥିବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୮ ମାସର ଦ୍ବିତୀୟ ଶନିବାର ଏବଂ ୯ ରବିବାର ପାଇଁ ସ୍ବାଭାବିକ ଭାବେ ବ୍ୟାଙ୍କ କାରବାର ବନ୍ଦ ରହିବ।
ତେବେ ଅଗଷ୍ଟ ୧୧ ମଙ୍ଗଳବାର ଜନ୍ମାଷ୍ଟମୀ ପାଇଁ ପୁନର୍ବାର ଛୁଟି ରହିବ ବ୍ୟାଙ୍କ। ସେହିଭଳି ଅଗଷ୍ଟ ୧୫ (ଶନିବାର)ରେ ସ୍ବାଧୀନତା ଦିବସ ଛୁଟି ଏବଂ ଏହାର ପରଦିନ ୧୬ରେ ରବିବାର ପାଇଁ ବନ୍ଦ ରହିବ। ମାସର ୨୨ ତାରିଖରେ ଚତୁର୍ଥ ଶନିବାର ପଡୁଛି ଏବଂ ଠିକ୍‌ ଏହାର ପରଦିନ ୨୩ରେ ରବିବାର ପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହିବ। ଶେଷରେ ଅଗଷ୍ଟ ୩୦ରେ ରବିବାର ଯୋଗୁ ବ୍ୟାଙ୍କ କାରବାର ବନ୍ଦ ରହିବ। ଏସବୁକୁ ଦେଖିଲେ ଅଗଷ୍ଟ ମାସରେ ମୋଟାମୋଟି ଭାବେ ବ୍ୟାଙ୍କ ୧୦ ଦିନ ବନ୍ଦ ରହିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories