www.samajalive.in
Monday, December 8, 2025
27.1 C
Bhubaneswar

ଗୁଣକାରୀ ପୁଦିନା

-ପୁଦିନା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ।

-ଏହାକୁ ସେବନ କରିବା ଦ୍ବାରା ଶରୀରକୁ ଥଣ୍ଡା ମିଳିବା ସହ ଆହୁରି ଅନେକ ଲାଭ ମଧ୍ୟ ମିଳିଥାଏ।

- Advertisement -

-ପୁଦିନା ହଜମ ପ୍ରକ୍ରିୟାକୁ ସଠିକ୍ ରଖେ।

-ଆଜମା ରୋଗୀଙ୍କ ପାଇଁ ଏହା ବହୁତ ଲାଭଦାୟକ।

-ଥଣ୍ଡା କାଶ ଦୂର କରିବାରେ ପୁଦିନା ଉପକାରୀ।

-ନାକ, ଗଳା ଏବଂ ଫୁସଫୁସରେ ସମସ୍ୟା ଥିଲେ ପୁଦିନା ତାହା ଦୂର କରେ।

-ପୁଦିନା ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ।

-ମିଣ୍ଟ ବାମ ଏବଂ ମିଣ୍ଟ ତେଲ ମୁଣ୍ଡବିନ୍ଧାରୁ ଆରାମ ଦେଇଥାଏ।

-ପାଟିର ଦୁର୍ଗନ୍ଧ ଦୂର କରିବାରେ ପୁଦିନା ସାହାଯ୍ୟ କରେ।

-କେବଳ ସେତିକି ନୁହେଁ, ଓଜନ ହ୍ରାସ କରିବାରେ ମଧ୍ୟ ପୁଦିନା ବହୁତ ଲାଭଦାୟକ।

-ପୁଦିନା ମଧ୍ୟ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ।

-ପୁଦିନା ସେବନ ଦ୍ୱାରା ମୁହଁର କଳା ଦାଗ ଓ ବ୍ରଣ ମଧ୍ୟ ଦୂର ହୋଇଥାଏ।

-ପୁଦିନା ଚିନ୍ତା ଏବଂ ଅବସାଦରୁ ମୁକ୍ତି ଦେଇଥାଏ।

-ଗରମ ଦିନରେ ଶରୀରକୁ ସୁସ୍ଥ ରଖେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories