www.samajalive.in
Monday, December 8, 2025
20.1 C
Bhubaneswar

ସିଂହନପୁର ଲକଡାଉନ୍ କଲେ ସ୍ଥାନୀୟ ଲୋକେ

ପଦ୍ମପୁର : ଲକଡାଉନ୍ କୁ କିଛି ଲୋକ ମାନୁଥିବା ବେଳେ ଆଉ କିଛି ଫାଙ୍କୁଛନ୍ତି। ବିଭିନ୍ନ ଗ୍ରାମରେ ବିନା କାରଣରେ ଘରୁ ବାହାରିବା, ଗାଁ ଦାଣ୍ଡରେ ବସିବା, ଗହଳି କରିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସିଂହନପୁର ଗ୍ରାମର ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଗାଁର ସବୁ ପ୍ରବେଶ ପଥକୁ ବାଉଶ ବାନ୍ଧି ଲକଡ଼ାଉନ୍ କରିଛନ୍ତି। ଜରୁରୀ କାମକୁ ଛାଡି଼ କାହାକୁ ବାହାରକୁ ଛାଡ଼ୁନାହାନ୍ତି। ଏହି ଲକଡ଼ାଉନ୍ ସମୟରେ ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ର ଝଶକେତନ୍ ସାହୁ, ଅର୍ଜୁନ ସାହା, ଡୁଲାଦେବ ସାହା, ସତ୍ୟବାନ୍ ସାହା, ସୁମିତ୍ ସାହୁ,ମାନସ୍ ସାହୁ,ମଣ୍ଟୁ ଵରିହା,ସୁନିଲ୍ ବରିହା,ପିଣ୍ଟୁ ସାହା, ଟିଙ୍କୁ ସାହା, ମନରଞ୍ଜନ ସାହା,ଗୋପାଲ ନିଆରା, ଅର୍ଜୁନ ସାହା,ଈଶ୍ୱର ମେହେର, ସୁମନ ବରିହା, ପିଣ୍ଟୁ ଖର୍ସେଲ, ପଙ୍କଜ ଖର୍ସେଲ, ସୁରେଶ ଖର୍ସେଲ,ଫିରୋଜ କମଳିଆ,ସୋନୁ ବିଭାର,ରିପୁ ମେହେର,ଭାଗ ସାହୁ,ଭୂଜ ସାହୁ ଓ ଅନ୍ୟାନ୍ୟ ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories