www.samajalive.in
Monday, December 8, 2025
27.1 C
Bhubaneswar

ଏଲଆଇସି ର ୨୧୮ ପଦବୀର ନିଯୁକ୍ତି : ଜାଣନ୍ତୁ କେବେ ଆବେଦନର ଶେଷ ତାରିଖ  

ଏଲଆଇସି(LIC)ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି। ଏଲଆଇସି ରେ ଅନେକ ପଦବୀରେ ନିଯୁକ୍ତି ହେବାକୁ ଯାଉଛି। ଏଏଓ (AAO) ଅର୍ଥାତ୍ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର ପାଇଁ ୧୬୮ ପୋଷ୍ଟ ଏବଂ ଏଇ (AE) ଅର୍ଥାତ୍ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ୫୦ ଟି ପୋଷ୍ଟ ପାଇଁ ଆବେଦନ କରିପାରିବେ। ଆବେଦନ ପାଇଁ ଶେଷ ତାରିଖ ୧୫ ମାର୍ଚ୍ଚ ଭାବରେ ଧାର୍ଯ୍ୟ କରାଯାଇଛି। ପୋଷ୍ଟଗୁଡିକରେ ଆବେଦନ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପାଇଁ, ଆବେଦନ ଲିଙ୍କ୍ ପାଇଁ ଆପଣ ଏଲଆଇସି ୱେବ୍ ସାଇଡ୍ ରେ ଦେଖିପାରିବେ।

ପୋଷ୍ଟଗୁଡିକର ବିବରଣୀ

- Advertisement -

ପୋଷ୍ଟଗୁଡିକରନାମ   ସଂଖ୍ୟା      ଦରମା

ଏଏଓ (AAO) –     ୧୬୮     ୩୨୭୯୫/ –

ଏଇ (AE)      –      ୫୦      ୩୨୭୯୫/ –

 

ବୟସ ସୀମା- ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ।

ଆବେଦନ ପାଇଁ ଆରମ୍ଭ ତାରିଖ – ୨୫ ଫେବୃଆରୀ ୨୦୨୦।

ଆବେଦନ ପାଇଁ ଶେଷ ତାରିଖ – ୧୫ ମାର୍ଚ୍ଚ ୨୦୨୦।

ଅନଲାଇନ୍ ପରୀକ୍ଷା ତାରିଖ- ୦୪ ଏପ୍ରିଲ୍ ୨୦୨୦।

 

ଆବେଦନ ଶୁଳ୍କ

SC, ST ପ୍ରାର୍ଥୀଙ୍କ ପାଇଁ – ୮୫/ –

ଅନ୍ୟ ପ୍ରାର୍ଥୀଙ୍କ ପାଇଁ – ୭୦୦ / –

କିପରି ଆବେଦନ କରିବେ

ଆଗ୍ରହୀ ପ୍ରାର୍ଥୀମାନେ ୨୫ ଫେବୃଆରୀ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।

ଅବସ୍ଥାନ- ସମଗ୍ର ଭାରତ

ଚୟନ ପ୍ରକ୍ରିୟା: – ଅନଲାଇନ୍ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories