www.samajalive.in
Monday, December 8, 2025
27.1 C
Bhubaneswar

ଶିକ୍ଷକଙ୍କୁ ନିର୍ମମଭାବେ ହତ୍ୟାକଲେ ଦୁର୍ବୃତ୍ତ

ମୟୁରଭଞ୍ଜ : ମୟୁଭଞ୍ଜ ଜିଲା ଥାନା ଅନ୍ତର୍ଗତ ଜାମୁପାଣି ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଦୁର୍ବୃତ୍ତ ଜଣେ ଶିକ୍ଷକଙ୍କୁ ନିର୍ମମଭବେ ହାଣି ହତ୍ୟା କରିଛନ୍ତି।

ସୂଚନା ଅନୁଚାୟୀ, ଶିକ୍ଷକ ଜଣଙ୍କ ଗାଁ ବିଲକୁ ଯାଇଥିବା ବେଳେ ୨ଜଣ ଦୁର୍ବୃତ୍ତ ଆସି ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଶିକ୍ଷକ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଶିକ୍ଷକ ଜଣଙ୍କ ପଡ଼ୋଶୀ ଝାଡଖଣ୍ଡ ଡୁମୁରିଆରେ ଶିକ୍ଷକତା କରୁଥିଲେ। ହତ୍ୟାରେ କାରଣ ଅସ୍ପଷ୍ଟ ରହିଥିବାବେଳ ପୁଲିସ ୨ ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories