www.samajalive.in
Monday, December 8, 2025
17.1 C
Bhubaneswar

୪ ଡକାୟତ ଗିରଫ, ବନ୍ଧୁକ ଜବତ

ସୋର : ସୋର ପୁଲିସ  ସୋମବାର ବିଳମ୍ବିତ ରାତିରେ ମହୋତ୍ସବ ପଡିଆରୁ ୪ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ବନ୍ଧୁକ, ଭୁଜାଲି, ମୋବାଇଲ ଜବତ କରିଛି। ଡାକାୟତମାନେ ହେଲେ ସାପ ଓରଫ ସରୋଜ କୁମାର ମଲ୍ଲୀକ, ସୁଶାନ୍ତ ମଲ୍ଲିକ, ସୁଟର ରାଜେଶ ପାଢୀ, ରାଜେଶ ଦାସ ।

ସୂଚନା ଅନୁଯାୟୀ, ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିବା ଖବର ପୁଲିସ ପାଇ ଘଟଣା ସ୍ଥଳରୁ ସେମାନଙ୍କୁ ଗିରଫ କରିଥିଲା। ଗିରଫ ଡକାୟତମାନେ ପୂର୍ବରୁ ୫ଟି ମାମଲାରେ ସଂପୃକ୍ତଥିବା ଜଣାପଡ଼ିଛି। ଡକାୟତମାନେ ସୋର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବନ୍ଧୁକ ଦେଖାଇ ଛିନତାଇ କରିଥିଲେ। ଡକାୟତମାନେ ଗତ  ନଭେମ୍ବର ମାସ ୨୭ ତାରିଖ  ଦାଣ୍ଡହରିପୁରରେ ଛିନତାଇ ବେଳେ ଗୁଳିକାଣ୍ଡରେ ସଂପୃକ୍ତି ରହିଥିବା ପୁଲିସ ସୂଚନା ଦେଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories