www.samajalive.in
Monday, December 8, 2025
27.1 C
Bhubaneswar

ଓସ୍କାର ୨୦୨୦ : ପରାସାଇଟ ଶ୍ରେଷ୍ଠ ଚଳଚ୍ଚିତ୍ର

ଓସ୍କାର ୨୦୨୦ : ପ୍ରଥମ ଥରପାଇଁ ବିଦେଶୀ ଭାଷାର ଦକ୍ଷିଣ କୋରିଆ ଚଳଚ୍ଚିତ୍ର  ‘ପାରାସାଇଟ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପାରାସାଇଟ ପାଇଁ ବଙ୍ଗ ଜୁନ ହୋ’ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି।  ଚଳଚ୍ଚିତ୍ର ‘ଜୋକର’ ପାଇଁ ଫିନିକ୍ସଙ୍କୁ ଶ୍ରେଷ୍ଠ ଅଭିନେତା ଓ ବାୟୋପିକ ‘ଜୁଡି’ ପାଇଁ ରିନି ଜେଲଓ୍ବେଗରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ‘ବ୍ରାଡ୍ ପିଟ ବେଷ୍ଟ ସପୋର୍ଟିଂ ଅଭିନେତା, ‘ଓ୍ବାନ ଅପନ ଏ ଟାଇମ ଇନ ହଲିଉଡ୍’ ଫିଲ୍ମ ପାଇଁ , ‘ମ୍ୟାରେଜ ଷ୍ଟୋରୀ’ ଫିଲ୍ମ ପାଇଁ ଲୌରା ଡର୍ଣ୍ଣ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ପ୍ରଦାନ କରାଯାଇଛି। ସେହିପରି ଟୟ ଷ୍ଟୋରି ଫିଲ୍ମକୁ ଶ୍ରେଷ୍ଠ ଆନିମେଟେଡ ଚଳଚ୍ଚିତ୍ର ଓ ରକେଟ ମ୍ୟାନ ଚଳଚ୍ଚିତ୍ରର ‘(ଆଇ- ଆମ- ଗୋନା) ଲଭ ମି ଏଗେନ’ ପାଇଁ ଏଲଟନ ଜନ ଓ ବେରନି ଟାଉପିନଙ୍କୁ ଶ୍ରେଷ୍ଠ ସଙ୍ଗୀତ ପୁରସ୍କାର ପ୍ରଦାନ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories