www.samajalive.in
Monday, December 8, 2025
17.1 C
Bhubaneswar

ଆରଡିପୀଠରେ ଶହଶହ ବର୍ଷର ପରମ୍ପରା ,ଆମିଷଭୋଗ ଲାଗି ପରେ କରାଯାଏ ମାକାଳୀଙ୍କ ଘଟ ବିସର୍ଜନ

ଆରଡି: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠରେ ପବିତ୍ର ଦୀପାବଳୀ ଠାରୁ ୫ଦିନ ବ୍ୟାପି ଆରମ୍ଭ ହୋଇଥିବା ମାକାଳୀଙ୍କ ପୂଜା ଶହଶହ ବର୍ଷର ପରମ୍ପରା ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହିତ ଗତ ବୁଧବାର ମଧ୍ୟରାତ୍ରରେ କୁସୁମାଣ୍ଡ ବଳୀ ସହ ଆମିଷ ଭୋଗ ଲାଗି ହେବା ପରେ ମାଙ୍କ ଘଟ ବିସର୍ଜନ କରାଯାଇଛି। ପୀଠରେ ଧୃବ ମହାପାତ୍ରସାହିରେ ପଥରେ ନିର୍ମିତ ମାକାଳୀଙ୍କ ପୂଜା ସ୍ୱତନ୍ତ୍ର ଭାବେ କରାଯିବା ସହିତ ପ୍ରଥମ ଦିନରେ ଘଟ ଉତ୍ତୋଳନ, ଚଣ୍ଡିପାଠ, ଦ୍ୱାରପାଳ ପୂଜା, ପଞ୍ଚ ଉପଚାର ପୂଜା ସରିବା ପରେ ମାଙ୍କୁ ରାତ୍ର ନିଶାର୍ଦ୍ଧରେ ଆମିଷ ଭୋଗ ଲାଗି କରାଯିବାର ପରମ୍ପରା ରହିଥିବା ମହାପାତ୍ର ବଂଶଧରମାନେ ପ୍ରକାଶ କରିଛନ୍ତି। ସେହିପରି ପ୍ରତିଦିନ ମାଙ୍କ ପୂଜା ମଣ୍ଡପରେ କିସୁମାଣ୍ଡ ବଳୀ ଲାଗି ହେବା ସହ ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories