www.samajalive.in
Thursday, December 11, 2025
27.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ନୂଆ ୧୬୩୭ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୪୯ ଏବଂ ସ୍ଥାନୀୟ ସଂକ୍ରମିତ ୬୮୮ ଜଣ ରହିଥିବା ଜଣାଯାଇଛି। ଦିନକରେ ଅନୁଗଳ ଜିଲାରୁ ୧୦୦ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୫୭, ବରଗଡ ୧୧, ଭଦ୍ରକ ୭୧ ଏବଂ ବଲାଙ୍ଗିର ଜିଲାରୁ ୮ ଜଣ ଚିହ୍ନଟ ହୋଇଛନ୍ତି।

ଏହି ସମୟ ମଧ୍ୟରେ ବଉଦ ଜିଲାରୁ ୯, କଟକ ୨୫୦, ଦେବଗଡ ୪, ଢେଙ୍କାନାଳ ୫୦, ଗଞ୍ଜାମ ୧୬, ଜଗତସିଂହପୁର ୮୫, ଯାଜପୁର ୮୦, ଝାରସୁଗୁଡା ୬, କଳାହାଣ୍ଡି ୭, କନ୍ଧମାଳ ୩୬ ଓ କେନ୍ଦ୍ରାପଡାରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କେନ୍ଦୁଝର ଜିଲାରୁ ୧୮, ଖୋର୍ଦ୍ଧା ୩୫୦, କୋରାପୁଟ ୯, ମାଲକାନଗିରି ୯, ମୟୁରଭଞ୍ଜରୁ ୭୫, ନବରଙ୍ଗପୁର ୯, ନୟାଗଡ ୩୯, ପୁରୀ ୭୮, ରାୟଗଡା ୧୪, ସମ୍ବଲପୁର ୧୩, ସୋନପୁର ୧୧, ସୁନ୍ଦରଗଡ ୬୧ ଏବଂ ଷ୍ଟେଟପୁଲରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories